Please turn JavaScript on

OTV News : Latest Posts

follow.it gives you an easy way to subscribe to OTV News : Latest Posts's news feed! Click on Follow below and we deliver the updates you want via email, phone or you can read them here on the website on your own news page.

You can also unsubscribe anytime painlessly. You can even combine feeds from OTV News : Latest Posts with other site's feeds!

Title: Odisha News (ଓଟିଭି ଖବର) | Live Breaking News and Weather Alerts in Odisha

Is this your feed? Claim it!

Publisher:  Unclaimed!
Message frequency:  139.55 / day

Message History

ପୁରୀ ଗୋବର୍ଦ୍ଧନ ପୀଠର ବଦଳିବ ରୂପରେଖ । ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ପୀଠ ପ୍ରତିନିଧିଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପୀଠର ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୁରୁଣା ଲ୍ୟାଣ୍ଡ ସେଟେଲମେଣ୍ଟ ଦସ୍ତାବିଜକୁ ପୁନର୍ବାର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ...


Read full story

ରାୟଗଡା ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରେ ଅଘଟଣ। ବିଦ୍ୟୁତ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରୀଙ୍କୁ ଭର୍ତ୍ତି କଲେ ସ୍କୁଲ କର୍ତ୍ତୃପକ୍ଷ। ଗୁରୁରତ ଛାତ୍ରୀ ଜଣକ ହେଲେ ରାୟଗଡ଼ା ଆର.କେ ନଗର ଅଞ୍ଚଳର ଈଶ୍ୱରୀ ନାୟକ। ଇଶ୍ୱରୀ ସ୍ୱାଧୀନତା ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଅଭ୍ୟାସ ପାଇଁ ଅନ୍ୟତ୍ର ରଖାଯାଇଥିବା ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ସେ ବିଦ୍ୟୁତ ସ...


Read full story

ଦିଗପହଣ୍ଡି ସବ ଜେଲ କ୍ଵାଟରରେ ଜେଲ ୱାଡେନଙ୍କ ଆତ୍ମହତ୍ୟା। ମୃତକ ହେଲେ କୋଟିନଡା ଥାନା ନୁଆଁ ପଲ୍ଲୀର ଶିବାନନ୍ଦ ସ୍ବାଇଁ । ସାନଖେମୁଣ୍ଡି ତହସିଲଦାର ତଥା ଏକଜୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପାଟପୁର ପୋଲିସ। ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବା ସନ୍ଦେହ ।

ଆଠ ଦିନ ତଳେ କନେଷ୍ଟବଲ ଶିବାନନ୍ଦ ସ୍ବାଇଁ ପୁରୀ ଜେଲରୁ ଦିଗପହଣ୍ଡି ସବ ଜେଲରେ ଯୋଗ ଦେଇଥିଲେ। ଗତକାଲି କାର୍ଯ୍ୟରେ ଯୋଗ ଦେବା ପରେ ଆଜି...


Read full story

ଭୁବନେଶ୍ବର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପରେଡ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ କମିଶନରେଟ୍ ପୋଲିସର ପ୍ରସ୍ତୁତି। କଡ଼ା ସୁରକ୍ଷା ଭିତରେ ରହିବ ରାଜଧାନୀ। ଭୁବନେଶ୍ୱରକୁ ଜଗିବେ ୩୦ ପ୍ଲାଟୁନରୁ ଅଧିକ ଫୋର୍ସ। ସିସିଟିଭି ସହିତ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡର କଡ଼ା ସୁରକ୍ଷା ବଳୟ ଭିତରେ ପାଳନ ହେବ ସ୍ୱାଧୀନତା ଦିବସ। ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ଉପରେ ମଧ୍ୟ ରହିବ କଡ଼ା ନଜର।

ପରେଡ୍ ସମାରୋହରେ ୫୦ଟି କଣ...


Read full story

#ସୁପ୍ରିମକୋର୍ଟରେ_ଡିଜିପି_ନିଯୁକ୍ତି_ବଲ୍
କାମଚଳା ଡିଜିରେ ଚାଲିବ ରାଜ୍ୟର ପୋଲିସ ପ୍ରଶାସନ ବ୍ୟବସ୍ଥା। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଆଜି ଅନ୍ତରୀଣ ଡିଜିପି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। କାରଣ ବର୍ତ୍ତମାନର ଡିଜିପି ୱାଇ.ବି.ଖୁରାନିଆ ଆସନ୍ତା ୧୬ରେ ଅବସର ନେବାକୁ ଯାଉଥିବା ବେଳେ ନୂଆ ପୋଲିସ ମୁଖିଆଙ୍କ ନ...


Read full story